ଦ୍ୱିଧାରେ ହ୍ରିତିକ, ‘କ୍ରିସ ୪’ ପାଇଁ କଲେ ଏହି ଅଭିନେତ୍ରୀଙ୍କ ସୁପାରିଶ
ଫିଲ୍ମ ‘ସୁପର ୩୦ ଏବଂ ଓ୍ଵାର’ ସୁପରହିଟ୍ ହେବା ପରେ ହ୍ରିତିକ ଏବେ ଦ୍ୱିଧାରେ ରହିଛନ୍ତି। ହ୍ରିତିକ ନିଜ ହୋମ ପ୍ରଡକ୍ସନ ଫିଲ୍ମ ‘କ୍ରିସ୍ ୪’ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ପାଇଁ ହ୍ରିତିକ କଳାକାର ପାଇଁ ଅଡିସନ ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମ ପାଇଁ ହ୍ରିତିକ ମୃଣାଳ…