Below header
Browsing Tag

Mughal Empire akbar

ଘର ଚଳାଇବା ପାଇଁ ମହିଳାଙ୍କୁ ଦିଆଯାଉଥିଲା ୫୦ ଲକ୍ଷ ଦରମା

ଆପଣ ବି ନିଜ ସ୍ତ୍ରୀ ମାନେ ଧର୍ମପତ୍ନୀଙ୍କୁ ଦେଉଛନ୍ତିକି ମାସିକ ବେତନ ? ଆପଣ ଭାବୁଥିବେ ଏ କି କଥା, ନିଜ ସ୍ତ୍ରୀଙ୍କୁ ଆପଣ କାହିଁକି ଦରମା ଦେବେ , ଘର ସମ୍ଭାଳିବା ପାଇଁ ଏମିତି ଦେବା କେତେ ଠିକ , ଆହୁରି କେତେ କଣ କଥା.. କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ସିନା ନାରୀ ସ୍ୱାଧୀନତା…

ଆକବରଙ୍କ ଜିଦ୍‌ ଛଡାଇ ନେଇଯାଇଥିଲା ଝିଅମାନଙ୍କ ଖୁସି, କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ମୋଗଲ ସାମ୍ରାଜ୍ୟ ବିଷୟରେ ଆପଣ ନିଶ୍ଚିତ ପଢିଥିବେ କିମ୍ବା ଜାଣିଥିବେ। ଏହାର ଶାସକ ଆକବର ବହୁତ ପ୍ରସିଦ୍ଧ ଥିଲେ। ସେ ନିଜର ଶାସନ କାଳରେ ପ୍ରଜାମାନଙ୍କ ପାଇଁ ବହୁତ କିଛି କରିଥିଲେ। ଆକବର ଏପରି ଜଣେ ଶାସକ ଥିଲେ, ଯିଏକି ସବୁ ଧର୍ମକୁ ସମାନ ରୂପରେ ଦେଖୁଥିଲେ। ଏଥିପାଇଁ ତାଙ୍କର ଅନେକ ରାଣୀ…