ଅନୁପ ଜଲୋଟାଙ୍କ ବୟାନ ଉପରେ ଏପରି ପ୍ରତିକ୍ରିୟା ରଖିଲେ ପାରସ୍ ଛାବଡା, କହିଲେ ମୋର ଆଉ ଜସଲିନ୍ଙ୍କ ମାମଲାରେ…
ପାରସ୍ ଛାବଡା ବର୍ତ୍ତମାନ ନିଜର ଦୁଲହନ୍ ଖୋଜିବାରେ ବ୍ୟସ୍ତ ଅଛନ୍ତି । ମୁଝସେ ସାଦୀ କୋରାଗି ସୋ ଜରିଆରେ ସେ ନିଜର ପାର୍ଟନର ଖୋଜୁଛନ୍ତି । ବିଗ ବସ୍ ସିଜିନ୍ ୧୨ର ପୂର୍ବ ପ୍ରତିଯୋଗୀ ଜସଲିନ୍ ମଧ୍ୟ ମୁଝସେ ସାଦୀ କୋରାଗିି ସୋରେ ଆସିଛନ୍ତି । ସୋ ସମୟରେ ଜସଲିନ୍ ପାରସଙ୍କୁ ଇମ୍ପରେସ୍…