Browsing Tag

mundali barrage

Mahanadi flood : ମହାନଦୀରେ ବଢ଼ୁଛି ବନ୍ୟା ବିପଦ, ଲାଗିଲା ଏହି ସବୁ କଡ଼ା କଟକଣା

ବାରଙ୍ଗ : ରାଜ୍ୟରେ ଲଗାଣ ବର୍ଷାରେ ଉବୁଟୁବୁ ସମସ୍ତ ନଦୀ । ଏପଟେ ମହାନଦୀରେ ଜଳସ୍ତର ଅଧିକ ରହିଛି । ଆଜି ସକାଳ ୯ଟା ସୁଦ୍ଧା ୫ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟାଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି। ମୁଣ୍ଡଳୀ ଉପର ମୁଣ୍ଡରେ ୮୮.୨୦ ଫୁଟ୍ ଜଳସ୍ତର ରହିଥିବା ବେଳେ ତଳ ମୁଣ୍ଡରେ ୮୬.୦୦ ଜଳସ୍ତର…

ମୁଣ୍ଡଳୀ ମହାନଦୀରେ ଭାସୁଛି ଅଜଣା ମୃତଦେହ, ପରିଚୟ ଅସ୍ପଷ୍ଟ

ବାରଙ୍ଗ : ମୁଣ୍ଡଳୀ ମହାନଦୀରେ ଭାସୁଛି ଅଜଣା ମୃତଦେହ । ବାରଙ୍ଗ ଥାନା ମୁଣ୍ଡଳୀ ବ୍ଯାରେଜର ୨ ନମ୍ବର ଗେଟ୍‌ ତଳେ ଏକ ଗଳିତ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ମୃତଦେହଟି ଜଣେ ଯୁବକଙ୍କ ବୋଲି ଜଣାପଡ଼ିଛି ।  ତେବେ ତାଙ୍କର ପରିଚୟ ଅସ୍ପଷ୍ଟ ରହିଛି ।  ଏହାପରେ ସ୍ଥାନୀୟ ଲୋକ ତୁରନ୍ତ…

ମୁଣ୍ଡଳିରେ ପହଞ୍ଚିଛି ପ୍ରଥମ ବନ୍ୟାଜଳ, ୧ ଲକ୍ଷ ୬୦ ହଜାର ୯୨୮ କ୍ୟୁସେକ୍ ଜଳ ପ୍ରବାହିତ

କଟକ : କଟକ ମୁଣ୍ଡଳିରେ ପହଞ୍ଚିଛି ପ୍ରଥମ ବନ୍ୟାଜଳ ।  ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ବନ୍ୟାଜଳ ରାତି ୧ଟାରୁ ୨ଟା ଭିତରେ ପହଞ୍ଚିଛି ।  ସଜାଗ ରହିଛନ୍ତି ମୁଣ୍ଡଳି ଓ ନରାଜ ବ୍ୟାରେଜ୍ ସ୍ଥିତ ବନ୍ୟାଜଳ ନିୟନ୍ତ୍ରଣ କକ୍ଷ । ସକାଳ ୬ଟା ସୁଦ୍ଧା ୧ ଲକ୍ଷ ୬୦ ହଜାର ୯୨୮ କ୍ୟୁସେକ୍ ଜଳ ପ୍ରବାହିତ…

ବିତିଲାଣି ୪୮ ଘଣ୍ଟା: ମିଳିନି ମହାନଦୀରେ ବୁଡ଼ିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା

କଟକ (କେନ୍ୟୁଜ): ଦିନ ପରେ ଦିନ ବିତୁଛି। ମିଳୁନି ମହାନଦୀରେ ବୁଡିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା। NDRF, ODRAF ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଛି। ଗତ ମଙ୍ଗଳବାର ଅରାହ୍ମରେ ମୁଣ୍ଡଳୀ ନିକଟ ମହାନଦୀରେ ବୁଡ଼ିଯାଇଥିଲେ କଟକର ଦୁଇ ଛାତ୍ର । ଆଦିତ୍ୟ ଅଭିଷେକ ମଲ୍ଲିକ, ଦେବତୂଲ୍ୟ…