Below header
Browsing Tag

mundan

ମୃତ୍ୟୁ ପରେ ମୃତକଙ୍କ ପରିବାର ଦଶାହରେ ଲଣ୍ଡା ହୁଅନ୍ତି କାହିଁକି?

ହିନ୍ଦୁ ଧର୍ମର ଲୋକେ ପୁନର୍ଜନ୍ମ ଉପରେ ବହୁତ ବିଶ୍ୱାସ କରେ। ଏଥିପାଇଁ ମୃତ୍ୟୁ ପରେ ମୃତକଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ପରିବାର ଏବଂ ଆତ୍ମୀୟସ୍ୱଜନ ଅନେକ କ୍ରୀୟାକର୍ମ କରନ୍ତି। ତେବେ ଆପଣ ନିହାତି ଭାବେ ଦେଖିଥିବେ ଯେ ହିନ୍ଦୁଧର୍ମରେ ଯେତେବେଳେ ବି କାହାର ମୃତ୍ୟୁ ହୁଏ ଦଶାହରେ ମୃତଙ୍କ…

ଜାଣନ୍ତୁ ଲଣ୍ଡା କାହିଁକି ହୁଅନ୍ତି ଏବଂ କଣ ରହିଛି ଧାର୍ମିକ ଓ ଶାରିରୀକ ଲାଭ

ହିନ୍ଦୁ ଧର୍ମରେ ଲଣ୍ଡା ବା ମୁଣ୍ଡନ କରିବାର ବିଧାନ ରହିଛି। ଏହା ହେଉଛି ଷୋହଳ ମୁଖ୍ୟ ସଂସ୍କାରରେ ଅଷ୍ଟମ ସଂସ୍କାର ଅଟେ। ଏହି ସଂସ୍କାରରେ ଶିଶୁଙ୍କ ମୁଣ୍ଡରୁ କେଶ ମୁଣ୍ଡନ କରାଯାଇଥାଏ। ଏହି ସଂସ୍କାର ଗୋଟେ ବର୍ଷ ପରେ କରାଯାଏ। ଏହି ସଂସ୍କାର ହେବା ପୂର୍ବରୁ ଅନ୍ନପ୍ରାସନ କରାଯାଏ, ଯେଉଁଥିରେ…