Browsing Tag

munsi melana

୧୪୯ ବର୍ଷରେ ଧର୍ମଶାଳାର ଐ୍ୟତିହାସିକ ମୁନସୀ ମେଲଣ, ପୋଲିସ ଓ ଜନତା ପାଳିଥାନ୍ତି ଏହି ପର୍ବ

ଯାଜପୁର: ୧୪୯ ବର୍ଷ ଧରି ପାଳିତ ହୋଇ ଆସୁଛି ଯାଜପୁର ଜିଲ୍ଲାର ଧର୍ମଶାଳାର ପ୍ରସିଦ୍ଧ ମୁନସୀ ମିଳନ । ବଡ ଜାକଜମକରେ ଅନୁଷ୍ଠିତ ହୋଇଛି ଏହି ମିଳନ ପର୍ବ । ବଡ କଥା ହେଲା ପୋଲିସ ଓ ଜନତା ମିଳିତ ଭାବେ ପାଳିଛନ୍ତି ଏଠାକାର ଏହି ପାରମ୍ପରିକ ଉତ୍ସବ । ଖାକି ପୋଷାକରେ ଥାଇ ବି ଜନତାଙ୍କ ସହ ପୋଲିସ…

ଭାତୃଭାବ ଭାଇଚାରାର ଅତୁଟ ସମ୍ପର୍କକୁ ସାଉଁଟି ରଖି ଆସୁଛି ମୁନସୀ ମେଲଣ

ସାଲେପୁର: ୧୯୨୬ ମସିହାରୁ ସଂସ୍କୃତି ଓ ପରମ୍ପରା ସହ ଭାତୃଭାବ ଭାଇଚାରାର ଅତୁଟ ସମ୍ପର୍କକୁ ସାଉଁଟି ରଖି ଆସୁଛି ମୁନସୀ ମେଲଣ । ଏଭଳି ନିଆରା ମେଲଣ ଅନୁଷ୍ଠିତ ହୁଏ ସାଲେପୁର ହାଟ ପଡ଼ିଆରେ । ଏ ହେଉଛି ସାଲେପୁରରେ ଅନୁଷ୍ଠିତ ମୁନସୀ ମେଲଣର ଦୃଶ୍ୟ । ଏହି ମେଲଣ ହୋଲି ରାତିରୁ ଆରମ୍ଭ ହୋଇଥାଏ ।…

ମୁନସୀ ମେଳଣରେ ରଙ୍ଗ ଖେଳିଲେ ପୋଲିସ ଜନତା, ସଂସ୍କୃତି ଓ ପରମ୍ପରାରର ନିଆରା ଝଲକ

ସୁସଜ୍ଜିତ ବିମାନ ଗୁଡିକରେ ସ୍ଥାନ ପାଇଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୁର୍ତ୍ତି । ମଖମଲିଆ ଥାଟବାଟ ସାଙ୍ଗକୁ ସୁନ୍ଦର ସାଜସଜ୍ଜାରେ ଝଟକୁଛି ବିମାନ । ବିମାନ ବିମାନ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ବାଦ୍ୟ ନୃତ୍ୟ ସହିତ ଦେଖିବାକୁ ମିଳିଛି ସଂସ୍କୃତି ଓ ପରମ୍ପରାରର ଝଲକ । ଠାକୁର ବାଡିଆ…

ଯାଜପୁର ଧର୍ମଶାଳାର ପ୍ରସିଦ୍ଧ ଐ୍ଯତିହାସିକ ମୁନସୀ ମେଳଣ, ବ୍ରିଟିଶ ଅମଳରୁ ପାଳିତ ହୋଇଆସୁଛି ଏହି ନିଆରା ଉତ୍ସବ

ଯାଜପୁର(କେନ୍ୟୁଜ): ଯାଜପୁରରେ ଧୁମଧାମରେ ପାଳିତ ହୋଇଛି ଧର୍ମଶାଳାର ପ୍ରସିଦ୍ଧ ଐ୍ଯତିହାସିକ ମୁନସୀ ମେଳଣ । ଏହି ଉତ୍ସବରେ ସାମିଲ ହୋଇଥିଲେ ଆଖପାଖ ଅଂଚଳର ୫୦ରୁ ଉର୍ଦ୍ଧ୍ୱ ବିମାନ । ବ୍ରିଟିଶ ଅମଳରୁ ପାଳିତ ହୋଇ ଆସୁଛି ଏହି ନିଆରା ଉତ୍ସବ । ପରମ୍ପରା ଅନୁଯାୟୀ ପୋଲିସ ଓ ଜନତା ପାଳିଥାନ୍ତି…

ପୋଲିସ ଆଉ ଜନତାଙ୍କ ମଧ୍ୟରେ ପାଳିତ ହୁଏ ଐତିହାସିକ ମେଳଣ

ଭଦ୍ରକ (କେନ୍ୟୁଜ) : ମୁନସି ମେଳଣ। ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାର ଏକ ଐତିହାସିକ ମେଳଣ। ଏହି ମେଳଣ କେଉଁ ବର୍ଷେ କି ୧୦ ବର୍ଷ ନୁହେଁ ୧୯୪୪ ମସିହାରୁ ଆଜି ପର୍ଯ୍ୟନ୍ତ ପାଳନ ହୋଇ ଆସୁଛି ଏହି ମେଳଣ। ୧୯୪୨ ମସିହା ଅଗଷ୍ଟ ୧୭ ତାରିଖରେ ଭାରତ ଛାଡ ଆନ୍ଦୋଳନ…