Below header
Browsing Tag

murder for land

ରାଇରଙ୍ଗପୁର: ଜମିବାଡ଼ି ବିବାଦରୁ ଶିକ୍ଷକଙ୍କୁ ହତ୍ୟା, ଅଭିଯୁକ୍ତ ପୁତୁରା ଗିରଫ

ରାଇରଙ୍ଗପୁର: ଜମିବାଡ଼ି ବିବାଦରୁ ଶିକ୍ଷକଙ୍କୁ ହତ୍ୟା । ମୃତକ ରାଇରଙ୍ଗପୁର ଗୋରୁମହିଷାଣି ଥାନା ଜାମପାଣି ଗାଁର ଶୁକୁଦେବ ମାରାଣ୍ଡି। ଜମି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଜଣକ ମୃତ ଶିକ୍ଷକଙ୍କ ପୁତୁରା । ଖବର ପାଇ ଗୋରୁମହିଷାଣୀ ପୋଲିସ…