ଆଜି ଡିନରକୁ କରନ୍ତୁ ସ୍ପେଶାଲ, ରୁଟି ସହିତ ବନାନ୍ତୁ ‘ମଟର ମସାଲା’
ଆଜି ସୋମବାର ଅର୍ଥାତ ନିରାମିଶ ବାର। ଆଜି ନିରାମିଶରେ କଣ ବନାଇବେ ତାହା ଚିନ୍ତା କରୁଥିବେ। ଆପଣ ଆଉ ଚିନ୍ତା କରନ୍ତୁ ନାହିଁ ଯେ କଣ ପ୍ରସ୍ତୁତ କରିବେ କାହିଁକି ନା ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ସ୍ୱାଦିଷ୍ଟ ରେସିପି। ଏହି ରେସିପିକୁ ଆପଣ ଥରେ ଖାଇଲେ ଆଙ୍ଗୁଳି ଚାଟି ରହିଯିବେ। ତେବେ ଆସନ୍ତୁ…