Browsing Tag

MY hospital indore

ଷ୍ଟ୍ରେଚରରେ ପଡିପଡି କଙ୍କାଳ ହୋଇଗଲା ଶବ, ଭାଇରଲ ହେଉଛି ଦୋହଲାଇ ଦେଲାଭଳି ଫଟୋ

ଇନ୍ଦୋରର ସବୁଠାରୁ ବଡ ହସପିଟାଲରେ ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି, ଯାହା ଆପଣଙ୍କୁ ମଧ୍ୟ ଦୋହଲାଇଦେବ। ହସପିଟାଲ ଶବଗୃହରେ ମାସ ମାସ ଧରି ଷ୍ଟ୍ରେଚରରେ ଶବ ରହି ଅନ୍ତିମ ସଂସ୍କାର ନ ହୋଇ କଙ୍କାଳ ହୋଇଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ହସପିଟାଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନ…