Browsing Tag

mysterious chariot

ଭାସମାନ ସୁନା ରଥକୁ ଦେଖିବା ପାଇଁ ବଢୁଛି ଭିଡ଼, ଏବେବି ରହସ୍ୟ ଭିତରେ

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ସାନ୍ତାବୋମାଲି ମଣ୍ଡଳମର ଏମ୍. ସୁନାପଲ୍ଲୀ ଗାଁ । ବାତ୍ୟା ‘ଅସାନି’ ର ଭୟ ଭିତରେ ଏଇ ଗାଁ ପାଖ ସମୁଦ୍ରକୂଳରେ ଏକ ସୁନା ଭଳି ଦେଖା ଯାଉଥିବା ରଥ ଲାଗିଛି। ଏହି ରଥରେ ୧୬.୧.୨୦୨୨ ତାରିଖକୁ ଛାଡିଲେ ଆଉ ଯେଉଁ…