Below header
Browsing Tag

nandanjanan got 3 cubs

ନନ୍ଦନକାନନରେ ଜନ୍ମ ନେଲେ ୩ ବାଘ ଶାବକ, ବାଘ ସଂଖ୍ଯା ୨୮କୁ ବୃଦ୍ଧି

ଭୁବନେଶ୍ୱର(କେନ୍ୟୁଜ୍‌) : ନନ୍ଦନକାନନରେ ରହୁଥିବା ଧଳା ବାଘୁଣୀ ବିଜୟା ଆଜି ୩ ଶାବକଙ୍କୁ ଜନ୍ମ ଦେଇଛି । ବିଜୟା ଆଜି ସକାଳ ୧୦ ଟା ୫୮ ରେ, ଦିନ ୧ଟା ରେ ଓ ଦିନ ୧ଟା ୩୫ ମିନିଟ୍ ରେ ଏମିତି ୩ଟି ଛୁଆ ଜନ୍ମ କରିଛି। ପୂର୍ବରୁ ଏହି ଧଳା ବାଘୁଣୀ ୨୦ ଅଗଷ୍ଟ ୨୦୧୬ ରେ ୨ ଟି ଛୁଆ ଜନ୍ମ କରିଥିଲା।…