Browsing Tag

nandapur

ପଇଡ଼ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ, ୪୫ ଲକ୍ଷର ଗଞ୍ଜେଇ ଜବତ ସହ ୩ ଗିରଫ

କେନ୍ୟୁଜ୍(ବ୍ୟୁରୋ): ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା। ପଇଡ଼ ବୋଝେଇ ଟ୍ରକ୍‌ରେ ନୀଳ ଜହର। ଟ୍ରକ୍‌ରୁ ୪୫୬ କେଜି ୭୦୦ ଗ୍ରାମ୍‌ ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରୁ ୨ ଜଣ ୟୁପି ଓ ଜଣେ ବିହାର ଅଞ୍ଚଳର। ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ।…