Browsing Tag

narzo series

ଲଞ୍ଚହେଲା realme narzo N 55, ରହିଛି ଜବରଦସ୍ତ କ୍ୟାମେରା ସହ ଚାଜିଂ ଫିଚର

କେନ୍ୟୁଜ୍‌(ବ୍ୟୁରୋ): realme narzo N ସିରିଜର ଆସିଲା ନୂଆ ସ୍ମାର୍ଟଫୋନ । କମ୍ପାନୀ ପକ୍ଷରୁ narzo N55 ସ୍ମାର୍ଟଫୋକୁ ଲଞ୍ଚ କରାଯାଇଛି । ଏହି ସିରିଜରେ ଭାରତରେ 12.3 ମିଲିୟନ ୟୁଜର ରହିଛନ୍ତି । ରିଏଲମି ପକ୍ଷରୁ ଚଳିତ ବର୍ଷ ୭ ମିଲିୟନ ଲୋକଙ୍କ ନିକଟରେ ଏହି ଫୋନକୁ ପହଁଚାଇବାର ଲକ୍ଷ୍ୟ…