Below header
Browsing Tag

natron lake

ମଣିଷ ହେଉ କି ପଶୁ ଏଠି ଜଳିଯାଏ ଅବା ପଥର ପାଲଟିଯାଏ…କାହିଁକି ଜାଣନ୍ତୁ

ପୃଥିବୀରେ କେତେ କଣ ଜିନିଷ ଆମକୁ ପ୍ରକୃତି ଦେଇଛି । ଆଉ ଏହି ସବୁ ମଧ୍ୟରେ ଅନେକ କିଛି ମଣିଷକୁ ସୁହାଏ ଆଉ କିଛି ସୁହାଇ ବି ନଥାଏ । ଏମିତି ବି ଅନେକ କିଛି ରହିଛି ଯେଉଁସବୁକୁ ପାଖରୁ ଦେଖି ମଣିଷକୁ ଭଲଲାଗିଥାଏ । ଆଉ କିଛି ଏଭଲି ଯାହା ମଣିଷକୁ ବିପଦରେ ମଧ୍ୟ ପକାଇ ଦେଇପାରେ । ଆପଣ ହୁଏତ…

ତାଞ୍ଜାନିଆର ରହସ୍ଯମୟ ହ୍ରଦ, ଯାହାର ପାଣି ସବୁକିଛି କରିଦିଏ ପଥର

ଦୁନିଆରେ ଅନେକ ରହସ୍ୟ ପୂର୍ଣ୍ଣ ହ୍ରଦ ଅଛି ଯାହାର ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ ମଧ୍ୟ କେହି ଜାଣିପାରିନାହାଁନ୍ତି। ଉତ୍ତର ତାଞ୍ଜାନିଆରେ ଠିକ ଏମିତି ଏକ ହ୍ରଦ ରହିଛି । ଯାହାକି ନାଟ୍ରୋନ୍ ହ୍ରଦ ନାମରେ ଜଣାଯାଏ। ଏହି ହ୍ରଦର ପାଣିକୁ ଯିଏ ଛୁଏଁ, ସିଏ ପଥର ପାଲଟି ଯାଏ। ଏହି ହ୍ରଦର ନିକଟରେ…