ଏହି ଉପାୟରେ କରନ୍ତୁ ନିମ୍ବ ଗଛ ପୂଜା ଦୂର ହେବ ମଙ୍ଗଳ ଦୋଷ
ମଙ୍ଗଳ ଗ୍ରହଙ୍କ ଦିଗ ଦକ୍ଷିଣ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ନିମ୍ବ ଗଛକୁ ଶୁଭ ବୋଲି ମଧ୍ୟ କୁହାଯାଏ । ତେବେ ଲାଲା କିତାବ ଅନୁଯାୟୀ, ନିମ୍ବ ଗଛ ମଙ୍ଗଳ ଗ୍ରହର ସ୍ଥିତି ନିର୍ଣ୍ଣୟ କରେ, ଯେ ଏହା ଶୁଭ ଆପଣଙ୍କ ପାଇଁ ଶୁଭ ହେବ ନା ନାହିଁ । ଯଦି ଆପଣଙ୍କ ମଙ୍ଗଳ ଖରାପ ଅଛନ୍ତି,…