Below header

ଅଦ୍ଭୂତ ! ନିମ୍ବ ଗଛରୁ ଆପେ ଆପେ ବାହାରୁଛ ନିଆଁ

ନିମ୍ବ ଗଛରେ ନିଆଁ । ଆପେ ଆପେ ବାହାରୁଛ ନିଆଁ । ନିଅାଁ ଲିଭାଇଲେ ବି ନିଆଁ ଲାଗିଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ବଣିଆବାହାଳରେ । ବିନା କାରଣରେ ନିଆଁ ଲାଗୁଥିବା ନେଇ ଲୋକେ ଆଚମ୍ବିତ ।

ଅନୁଗୁଳ: ନିମ୍ବ ଗଛରେ ନିଆଁ । ଆପେ ଆପେ ବାହାରୁଛ ନିଆଁ । ନିଅାଁ ଲିଭାଇଲେ ବି ନିଆଁ ଲାଗିଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ବଣିଆବାହାଳରେ । ବିନା କାରଣରେ ନିଆଁ ଲାଗୁଥିବା ନେଇ ଲୋକେ ଆଚମ୍ବିତ ।

ନିଆଁ ବାହାରୁଥିବା ନେଇ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଗତକାଲି ଅଗ୍ନିଶମ ବାହିନୀ ନିଆଁ ଲିଭାଇଥିଲେ । ହେଲେ ଆଜି ପୁଣି ନିଆଁ ଲାଗି ଯାଇଥିଲା । ପ୍ରାୟ ୫୦ ବର୍ଷ ଏଠାରେ ଗଛଟି ରହିଛି । ଗଛ କୋରଡରେ କୌଣସି କାରଣ ପାଇଁ ନିଆଁ ଲାଗି ଯାଉଛି ।

ଏହାର କାରଣ ଜଣାପଡିନାହିଁ । ବିଜୁଳି ମାରିବା ଯୋଗୁଁ ନିଆଁ ଲାଗିଥିବା ନେଇ ଆଶଙ୍କା କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଅନୁଗୋଳ ସହରର ବଣିଆବାହାଳ ୯ ନମ୍ବର ୱାର୍ଡର ରାସ୍ତା କଡରେ ରହିଛି ଏହି ଲିମ୍ବ ଗଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.