ଭଦ୍ରକ ନେହେରୁ ଷ୍ଟାଡିୟମ୍କୁ ସିଲ୍ କଲା ପ୍ରଶାସନ, ଅଲିମ୍ପିକ ଆସୋସିଏସନ୍କୁ ନେଇ ଚାଲିଛି ବିବାଦ
ଭଦ୍ରକ (କେ ନ୍ୟୁଜ୍) : ଦୀର୍ଘ ଦିନର ବିବାଦୀୟ ହୋଇ ପଡ଼ିଥିବା ଭଦ୍ରକ ନେହେରୁ ଷ୍ଟାଡିୟମକୁ ନିଜ ଅକ୍ତିଆରକୁ ନେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ, ଭଦ୍ରକ ତହସିଲଦାର ଏବଂ ଭଦ୍ରକ ଟାଉନ ଥାନା ଅଧିକାରୀଙ୍କ…