ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ହେବେ ଶେର ବାହାଦୂର ଦେଉବା
କାଠମାଣ୍ଡୁ : ୨ ଦିନ ମଧ୍ୟରେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଅବସ୍ଥାପିତ କରିବାକୁ ସେଠାକାର ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ।
ଚୋଲେନ୍ଦ୍ର ସମଶେର ରାଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ସପ୍ତାହରେ ଶୁଣାଣି କରି ଏହି ନିଷ୍ପତ୍ତି…