Browsing Tag

netaji museum open

ଆଜିଠାରୁ ଖୋଲିବ କଟକ ନେତାଜୀ ସଂଗ୍ରହାଳୟ, ଦର୍ଶକମାନେ କୋଭିଡ୍ ଗାଇଡ୍‌ଲାଇନ୍ ମାନି କରିପାରିବେ ପରିଦର୍ଶନ

କଟକ: ଆଜିଠାରୁ ଖୋଲିବ କଟକ ନେତାଜୀ ସଂଗ୍ରହାଳୟ। ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କୋଭିଡ କଟକଣା ମଧ୍ୟରେ ସଂଗ୍ରହାଳୟ ଖୋଲାଯିବ। ଦର୍ଶକମାନେ ଗାଇଡ୍‌ଲାଇନ୍‌ ମାନି ସଂଗ୍ରହାଳୟ ପରିଦର୍ଶନ କରିପାରିବେ। ଆସନ୍ତା ୨୩ରେ ପାଳନ ହେବ ନେତାଜୀ ଜୟନ୍ତୀ।…