Browsing Tag

new born baby stolen

ସେଇ ଅଜଣା ମହିଳା କୁଆଡେ ନେଇଗଲା..କିଏ ଖୋଜି ଆଣ ମୋ ଛୁଆକୁ

ଭଦ୍ରକ: କେତେ କଷ୍ଟ ସହି, ୧୦ମାସ ଗର୍ଭ ଯନ୍ତ୍ରଣାକୁ ଖାତିର୍ ନକରି ଶିଶୁଟିକୁ ଜନ୍ମ ଦେଇଥିଲା ଏଇ ମାଆଟି । ଏବେ କିନ୍ତୁ ତା ଜନ୍ମକଲା ସନ୍ତାନ ତାପାଖରେ ନାହିଁ । କିଏ ଚଞ୍ଚକତା କରି ନେଇଯାଇଛି ତା ଛୁଆକୁ । ଆଉ ଏବେ ମ୍ରିୟମାଣ ହୋଇ କିଛି ଉପାୟ ନପାଇ ଅସହାୟ ଅବସ୍ଥାପରେ ବସିରହିଛି ଏଇ ନିରିହ…

ମିଳିଗଲା ଶିଶୁ: ଏବେ ପ୍ରଶ୍ନ, ହସ୍ପିଟାଲ କର୍ମଚାରୀଙ୍କ ବିନା ସହଯୋଗରେ କେମିତି କିଏ ଟେକି ନେଇଥିଲା?

ବାଲେଶ୍ଵର(କେନ୍ୟୁଜ୍): ମୋ କଅଁଳ ଛୁଆଟାକୁ କିଏ ନେଇ ଯାଇଛି । ତା ଦେହ ଅସୁସ୍ଥ ଥିଲା । ଆମ ଅଜାଣତରେ କିଏ ଚୋରି କରିନେଇଛି ଆମ ପୁଅକୁ । ପୁଅକୁ ନଦେଲେ ଆମେ ବାପା ମା ଜୀବନ ହାରିବୁ । ଗତକାଲି କୋହଭରା କଣ୍ଠରେ ଏମିତି କିଛି କହିଥିଲେ, ହସ୍ପିଟାଲ ଭିତରୁ ଚୋରି ହୋଇଯାଇଥିବା  ନବଜାତ ଶିଶୁ…

କଟକ ଏସସିବି ମେଡିକାଲରୁ ନବଜାତଶିଶୁ କନ୍ୟା ଚୋରି: କର୍ମଚାରୀଙ୍କ ହାତ ଥିବା ଅଭିଯୋଗ କଲେ ଶିଶୁର ବାପା

କଟକ(କେନ୍ୟୁଜ୍): କଟକ ଏସସିବି ମେଡିକାଲରୁ ନବଜାତଶିଶୁ କନ୍ୟା ଚୋରି। ପ୍ରସୂତି ବିଭାଗର ଆଇସିୟୂୁରୁ ପିଲା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ସିସିଟିଭି ଯାଞ୍ଚ କରୁଛନ୍ତି ଏସ ସିବି କର୍ତ୍ତୃପକ୍ଷ। ନବଜାତକୁ ଜଣ୍ଡିସ ହୋଇଥିବାରୁ ଆଇସିୟୁରେ ଚିକିତ୍ସା ହେଉଥିଲା। ଚିକିତ୍ସା ସମୟରେ…