Browsing Tag

new color variant

ଦୁଇଟି ନୂଆ ଭାରିଅଣ୍ଟରେ ଲଞ୍ଚ ହେଲା Moto E6s ସ୍ମାର୍ଟଫୋନ, ମିଳିବ ଦମଦାର କ୍ୟାମେରା କ୍ୱାଲିଟି

Moto E6s ସ୍ମାର୍ଟଫୋନ ନୂଆ କଲର ଭାରିଏଣ୍ଟରେ ଲଞ୍ଚ ହୋଇଛି।। ଗ୍ରାହକଙ୍କୁ ଏହି ଫୋନ ଏବେ ପିକକ୍‌ ବ୍ଲୁ ଏବଂ ସନରାଇଜ ରେଡ କଲର ଦୁଇଟି ଭାରିଏଣ୍ଟରେ ବଜାରକୁ ଆସିଛି। କିନ୍ତୁ କମ୍ପାନୀ ଏହି ଫୋନର ମୂଲ୍ୟ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ। ପୂର୍ବରୁ ଲଞ୍ଚ ହୋଇଥିବା ଏହି ଫୋନର ମୂଲ୍ୟ ୭,୯୯୯…