Below header
Browsing Tag

new covid strain

ଚିନ୍ତା ବଢାଇଲା ନୂଆ କରୋନା ଭୂତାଣୁ EG.5: ସଂକ୍ରମଣକୁ ଦେଖି ‘ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ’ ଘୋଷଣା…

ନୂଆଦିଲ୍ଲୀ : ନୂଆ କରୋନା ଭୂତାଣୁକୁ ନେଇ ବିପଦ । ଚିନ୍ତା ବଢାଇଲା EG.5 । ସଂକ୍ରମଣକୁ ଦେଖି 'ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ' ଘୋଷଣା କରିଛି WHO । କରୋନା ଭୂତାଣୁ ଇଜି.୫କୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଚୀନ୍ ଏବଂ ଆମେରିକାରେ ବ୍ୟାପୁଥିବା ନୂଆ କରୋନା ଷ୍ଟ୍ରେନ୍…

ମାନବ ନିର୍ମିତ କୋଭିଡ୍ ଷ୍ଟ୍ରେନ୍, ୮୦ ପ୍ରତିଶତ ଭୟଂକର ଓ ୫ ଗୁଣ ସଂକ୍ରାମକ

ବୋଷ୍ଟନ୍ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ସେମାନେ ଏକ କୋଭିଡ୍ -19 ଷ୍ଟ୍ରେନ୍ ବିକଶିତ କରିଛନ୍ତି ଯାହା ଗୁରୁତର ରୋଗ ସୃଷ୍ଟି କରି ପାରେ। ପୁଣି ମୃତ୍ୟୁର ଆଶଙ୍କା ରହିଛି ୮୦ ପ୍ରତିଶତ। ତେବେ ସମଗ୍ର ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିଥିବା ଓମିକ୍ରନ୍ ର…