ସରକାରୀ ଗାଡ଼ି ବ୍ୟବହାର ଉପରେ ଲାଗିବ କଡ଼ା କଟକଣା, ଆସିପାରେ ନୂଆ ଗାଇଡଲାଇନ୍
ଭୁବନେଶ୍ଵର : ସରକାରୀ ଗାଡ଼ି ବ୍ୟବହାର ଉପରେ ଲାଗିବ କଡ଼ା କଟକଣା । ଆସିପାରେ ନୂଆ ଗାଇଡଲାଇନ୍ । ରାଜ୍ୟରେ ଇନ୍ଧନର ବ୍ୟବହାର କମାଇବା ଏବଂ ପ୍ରଶାସନିକ ସ୍ତରରେ ମିତବ୍ୟୟିତା ଆପଣାଇବା ପାଇଁ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି ନୂଆ ନିୟମଗୁଡ଼ିକ ମୁଖ୍ୟତଃ…