Below header
Browsing Tag

new number plate

ଏଣିକି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ ବିନା କୌଣସି ଗାଡି ରାସ୍ତାରେ ଗଡିପାରିବ ନାହିଁ, ନମାନିଲେ ୫ ରୁ…

ଭୁବନେଶ୍ବର(କେନ୍ୟୁଜ) : ହାଇସିକ୍ୟୁରିଟି ନମ୍ବର ବାଧ୍ୟତା ମୂଳକ । ଏଣିକି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ ବିନା କୌଣସି ଗାଡି ରାସ୍ତାରେ ଗଡିପାରିବ ନାହିଁ । ଏଣିକି ନୂଆ ପୁରୁଣା ସମସ୍ତ ଗୌଡି ଏହି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ । ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ…

ବାଇକ୍ ଚାଳକ ସାବଧାନ୍ ! ଯଦି ନକରିବେ ଏହି କାମ ୧୩ ଅକ୍ଟୋବର ପରେ ହୋଇପାରେ ଜେଲ୍

ବାଇକ୍ ଚାଳକ ସାବଧାନ୍ । ପରିବହନ ବିଭାଗ ଆସନ୍ତା ମାସରୁ ଏପରି ଗାଡି ବିରୋଧରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଯାହାର ନାହିଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ । ଯଦି ଆପଣଙ୍କ ଗାଡିରେ ନାହିଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ତେବେ ତୁରନ୍ତ ଲଗାନ୍ତୁ । କାରଣ ୧୩ ଅକ୍ଟୋବର ହେଉଛି ଗାଡ଼ିରେ ହାଇ…