Browsing Tag

new rule for protestor in up

ଆନ୍ଦୋଳନକାରୀଙ୍କ ପାଇଁ ୟୁପି ସରକାରଙ୍କ କଡ଼ା ନିୟମ, କାହାର ସମ୍ପତ୍ତି ନଷ୍ଟ କଲେ ଅଭିଯୁକ୍ତଙ୍କ ଠାରୁ ଭରଣା କରାଯିବ

ଲକ୍ଷ୍ନୈା : ଉତ୍ତରପ୍ରଦେଶରେ ରାଜନୈତିକ ର‍୍ୟାଲି ଓ ଆନ୍ଦୋଳନ କରିବା ସମୟରେ ଯଦି ସରକାରୀ କିମ୍ବା ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ହୁଏ ତେବେ ଆନ୍ଦୋଳନକାରୀଙ୍କୁ ଏହାର କ୍ଷତି ଭରଣା କରିବାକୁ ପଡ଼ିବ । ରାଜ୍ୟ ସରକାର ଏଥିପାଇଁ କ୍ଲେମ୍‌ ଟ୍ରିବ୍ୟୁନାଲ ଗଠନ କରିବାକୁ ଯାଉଛନ୍ତି ।…