Browsing Tag

new years resolution

୨୦୨୦ରେ ରାଶି ଅନୁସାରେ ନିଅନ୍ତୁ ରିଜଲ୍ୟୁସନ୍‌, ବର୍ଷ ସାରା ସଫଳତା ଆପଣଙ୍କ ପାଦ ଚୁମିବ

ଆଉ ମାତ୍ର ଦିନ କେଇଟା ପରେ ବିଦାୟ ନେବ ୨୦୧୯। ନୂଆ ଆଶାଭରସା, ନୂଆ ଉନ୍ମାଦନା ନେଇ ପାଦ ଥାପିବ ୨୦୨୦। ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଏବେଠୁ ଲୋକମାନେ ପ୍ରସ୍ତୁତି ଚଳାଇଲେଣି। ନୂଆବର୍ଷରେ କ’ଣ ରିଜଲ୍ୟୁସନ୍‌ ବା ସଂକଳ୍ପ ନେବେ ସେ ନେଇ ମଧ୍ୟ ଚିନ୍ତା କଲେଣି। ବର୍ଷ ସାରା ଜୀବନରେ ଖୁସି ଓ…