Browsing Tag

newly married

ଶ୍ବଶୁର ଘରେ ଝିଅର ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପା

ଉମରକୋଟ: କାନ୍ଥରୁ ଲିଭିନି ବାହା ଚିତା । ଶାଶୁଘରୁ ଉଠିଲା ଝିଅର କୋକେଇ ।. କେତେ ଆଶା କେତେ ସ୍ବପ୍ନ ନେଇ ଶାଶୁ ଘରେ ପାଦ ଦେଇଥିଲା ଝିଅ । ହସ ଖୁସିରେ ସଂସାର ଗଢ଼ିବ ଭାବି ଆସିଥିଲା । କିନ୍ତୁ ବାହାଘରକୁ ୧୦ ଦିନ ପୁରି ନଥିଲା ଶାଶୁଘର ଲୋକେ ଦେଇଥିଲେ ଅକଥନୀୟ ନିର୍ଯାତନା । ଶେଷରେ ନିର୍ଯାତନାର…

ନୌସେନା ଅଧିକାରୀ ବିନୟ ଓ ସ୍ତ୍ରୀଙ୍କ ନକଲି ଭିଡିଓ ଭାଇରାଲ : ନିଜେ ସାମ୍ନାକୁ ଆସି ସତ କହିଲେ ଦମ୍ପତି

ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି ।  ଏହି ଆକ୍ରମଣରେ ଭାରତୀୟ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲ ପ୍ରାଣ ହରାଇଥିଲେ ।  ବିନୟ ଏବଂ ତାଙ୍କ ପତ୍ନୀ ହିମାଂଶୀଙ୍କର ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖିବାକୁ…

ପୁଣି ଜୁଇରେ ଜଳିଲା ଆଉ ଜଣେ ନବବଧୂ

ଢେଙ୍କାନାଳ: ଝିଅ ଜନମ ପରଘରକୁ । ଏଇ ଉକ୍ତିକୁ ନେଇ ସତରେ ସବୁ ଝିଅ ଦିନେ ନା ଦିନେ ଚାଲି ଯାଆନ୍ତି ପର ଘରକୁ । ମାନେ ଶାଶୁ ଘରକୁ । ସେଠାରେ ବାପା, ମାଆ, ଭାଇ, ଉଭଣୀଙ୍କ ସ୍ଥାନରେ ପାଇଥାନ୍ତି ଶାଶୁ, ଶ୍ୱଶୁର ଏବଂ ନଣନ୍ଦ, ଦିଅରକୁ । ଦେଖିଥାନ୍ତି ଅନେକ ସ୍ୱପ୍ନ । ହେଲେ ଯଦି ନିଜ ଘର ଛାଡି…

ବାହାଘରକୁ ପୂରିନି ୩ ମାସ, ଫ୍ରିଜ ନ ଦେବାରୁ ଲିଭିଗଲା ନବବଧୂର ଜୀବନ ଦୀପ

ସୋର : କାନ୍ଥରୁ ଲିଭିନି ଶୁଭ ବିବାହ ହେଲେ ଲିଭିଗଲା ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ ।  ବାଲେଶ୍ବର ଜିଲ୍ଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ ତେନ୍ତଳାଗଡିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି ।  ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।…

ଯେଉଁ ପଣ୍ଡିତ କରାଇଥିଲେ ବିବାହ, ୧୫ ଦିନ ପରେ ସେହି ପଣ୍ଡିତ ସହ ଫେରାର ହୋଇଗଲେ କନ୍ୟା

ନୂଆଦିଲ୍ଲୀ : ଆପଣ କେବେ ଶୁଣିଛନ୍ତି କି,ଯେଉଁ ପଣ୍ଡିତ ବାହାଘର କରାଇ ଥାଏ ସେହି ପଣ୍ଡିତ ସହିତ କନ୍ୟା ଫେରାର ହେଇଥିବ ଘଟଣା? ଆପଣଙ୍କୁ ଏହା ଅବିଶ୍ୱାସ ଲାଗୁଥିବା ନା? କିନ୍ତୁ ଏହା ବସ୍ତବରେ ସତ୍ୟ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ସିରୋଜର ଟେରି ବାଗରେଦ ଅଞ୍ଚଳରେ । ଯେଉଁ ଘଟଣା ଏବେ…