Browsing Tag

newly married woman death

ଯୌତୁକ ଜୁଇରେ ପୁଣି ଜଣେ ବଧୂ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ବାସୁଦେବପୁର: ସମସ୍ତଙ୍କ ଆଖିରେ ଧାର ଧାର ଲୁହ । କୋହକୁ ସମ୍ଭାଳି ପାରୁନାହାନ୍ତି କେହି । କାନ୍ଦି କାନ୍ଦି କିଏ ତଳେ ଗଡ଼ିଯାଉଛି ତ କିଏ ମୁଣ୍ଡ ପିଟୁଛି । ଏ ହୃଦୟବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ପୁଣି ଯୌତୁକଜନିତ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ସବୁବେଳେ ଝିଅକୁ…

ରେଳବାଇ ଟ୍ରାକ୍‌ ନିକଟରେ ଦୁର୍ଘଟଣା, ବାନ୍ତି କରୁଥିବା ବେଳେ ତଳକୁ ଖସି ପଡ଼ିଲେ ନବବିବାହିତା

ଶିବପୁରୀ : ରାତୌର ରୋଡ୍ ରେଳ ଟ୍ରାକ ନିକଟରେ ଘଟିଛି ଦୁର୍ଘଟଣା  ।  ନବବିବାହିତା ମହିଳା ଶିବାନୀ ଶର୍ମା ଚଳନ୍ତା ଟ୍ରେନରୁ ଖସି ପଡିଛନ୍ତି । ତାଙ୍କ ସ୍ୱାମୀ ବିକାଶ ଜୋଶୀ ତୁରନ୍ତ ଚେନ୍ ଟାଣି ଟ୍ରେନ୍ ଅଟକାଇ ଥିଲେ । ସେ ତାଙ୍କ ସ୍ତ୍ରୀଙ୍କୁ ଖୋଜିବା ପାଇଁ ଗୋଟିଏ କିଲୋମିଟର ଦୌଡ଼ି ପଳାଇଲେ ।…

କାନ୍ଥରୁ ଲିଭିନି ବାହା ଲେଖା, ଜୁଇରେ ଜଳିଲା ୨ମାସର ଗର୍ଭବତୀଙ୍କ ଚିତା

ଜୟପୁର: କାନ୍ଥରୁ ଲିଭିନି ବାହା ଚିତା । ଏବେ ବି ଦାଉ ଦାଉ ହୋଇ ଦେଖାଯାଉଛି ଅନିଲ ୱେଡସ୍ ରଚନା । କିନ୍ତୁ ବିବାହର ମାତ୍ର ୯ମାସରେ ଲିଭିଗଲା ନବବଧୂ ରଚନାଙ୍କର ଜୀବନ ଦୀପ ।  ହାତରେ ମେହେନ୍ଦୀ, ପାଦରେ ଅଳତା, ସିନ୍ଥିରେ ସିନ୍ଦୂର ପିନ୍ଧି ବେଦୀରେ ସାତ ଘେରା ନେଇ ସାତ ଜନ୍ମ ପାଇଁ ଜୀବନସାଥି…

ପରକୀୟା ପ୍ରୀତିରୁ ନବବଧୂଙ୍କୁ ହତ୍ୟା, ଶାଶୁଘର ଲୋକ ମାରିଦେଇଥିବା ଅଭିଯୋଗ

ଆଠଗଡ଼: ପରକୀୟା ପ୍ରୀତିରୁ ନବବଧୂଙ୍କୁ ହତ୍ୟା ଅଭିଯୋଗ । ଝିଅକୁ ଶାଶୁଘର ଲୋକ ହତ୍ୟା କରିଥିବା ଆଠଗଡ଼ ତିଗିରିଆ ଥାନାରେ ବାପା ଅଭିଯୋଗ କରିଛନ୍ତି । । କଟକ ଜିଲ୍ଲା ତିଗିରିଆ ଥାନା ବନମାଳୀପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଗତ ବର୍ଷେ ତଳେ ତିଗିରିଆ ଥାନା…

କାନ୍ଥରୁ ଲିଭିନି ଶୁଭ ବିବାହ : ଯୌତୁକ ପାଇଁ ନବବଧୂକୁ ବିଷ ଦେଇ ହତ୍ୟା ଅଭିଯୋଗ

ବିନିକା: ଯୌତୁକ ପାଇଁ ଉଜୁଡ଼ି ଗଲା ସୁନାର ସଂସାର । ବିଷ ଦେଇ ମାରିଦେଲେ ଶ୍ୱଶୁର ଘର ଲୋକେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରେ ବଧୂ ହତ୍ୟା ଅଭିଯୋଗ ହୋଇଛି ।  ମୃତକ ହେଲେ ଅଞ୍ଜଳି ପଧାନ।  ଝିଅକୁ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ବିଷ ଦେଇ ମାରିଦେଇଥିବା ବିନିକା ଥାନାରେ…

ନବବଧୂର ସନ୍ଦେହ ଜନକ ମୃତ୍ଯୁ, ଥାନାରେ ଯାଆ ଅଟକ

ପିପିଲି(କେନ୍ଯୁଜ୍): ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଗୋବିନଦପୁର ଗ୍ରାମ ପଂଚାୟତର ବାଙ୍କଚୁଡା ଗ୍ରାମରେ ଜଣେ ନବ ବିବାହିତା ମହିଳାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ହେଉଛନ୍ତି ଗୀତାଳୀ ବାରିକ । ତେବେ ଏହାକୁ ନେଇ ବାପଘର ପକ୍ଷରୁ ଗୀତାଳୀଙ୍କର ମୃତ୍ଯୁର ରହସ୍ଯ…