ବେଙ୍ଗାଲୁରୁ ନାଇଜେରିଆନ ମୋଷ୍ଟ ଓ୍ଵାଣ୍ଟେଡ୍: କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା
ଭୁବନେଶ୍ବର(କେନ୍ଯୁଜ୍): ଓକାକ୍ ସିଇଓ ଓ ଆଇଟି ବିଭାଗ ଅଧିକାରୀଙ୍କ ହ୍ଵାଟସ୍ଆପ ଆକାଉଣ୍ଟ ହ୍ୟାକ ଘଟଣାରେ ନୂଆ ତଥ୍ୟ। ନାଇଜେରିଆନ୍ ମୋରିସ ଗିରଫ ପରେ ଜିଲ୍ଲୀ ପୋଲିସ ତା ଠାରୁ ଅନ୍ୟ ହ୍ଵାଟସ୍ଆପ ହ୍ୟାକିଙ୍ଗ ତଥ୍ୟ ହାସଲ କରିଛି। ଓକାକ୍ ହ୍ୟାକିଂରେ ଅନ୍ୟ ଜଣେ ଅଧିକାରୀଙ୍କୁ ପ୍ରଥମେ ହ୍ୟାକ…