Browsing Tag

night curfew for corona

କଟକ ଓ ଭୁବନେଶ୍ୱରରେ ଆଜିଠୁ କଡ଼ାକଡ଼ି ନାଇଟ୍ କର୍ଫ୍ୟୁ: ସ୍ପେଶାଲ୍‌ ସ୍କ୍ଵାର୍ଡ ନିୟୋଜିତ, ସାଦା ପୋଷାକ ପାଟ୍ରୋଲିଂ…

ଭୁବନେଶ୍ୱର(କେନ୍ଯୁଜ୍): ରାଜଧାନୀରେ କରୋନା ସଂକ୍ରମଣ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟବ୍ୟାପୀ ସଂକ୍ରମଣ କମି ଆସିଥିବା ବେଳେ ରାଜଧାନୀରେ ଏବେ ୨୫୦-୩୦୦ ଭିତରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ତେଣୁ ଆଉ କିଛି ମାସ ରାଜଧାନୀବାସୀଙ୍କୁ ଜଗି ରଖି ଚଳିବାକୁ ପଡ଼ିବ ବୋଲି…

ରାତ୍ରିକାଳିନ କର୍ଫ୍ୟୁ ଉଠିଯିବା ପରେ ଦେଖିବାକୁ ମିଳିଛି ଜନଗହଳିପୂର୍ଣ୍ଣ ରାସ୍ତାଘାଟ, ଏବେ ଟ୍ରାଫିକ୍‌ ନିୟମ କଡାକଡି

ଭୁବନେଶ୍ବର: କେନ୍ଦ୍ର ସରକାର ଅନଲକ-୪ ଲାଗି ଗାଇଡଲାଇନ ଜାରି କରିବାର ଦିନକ ପରେ ରାଜ୍ୟ ସରକାର ଅନଲକ ୪ ପାଇଁ ଗାଇଡଲାଇନ ଜାରି କରିଛନ୍ତି । କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ଜିଲ୍ଲା ଓ…