Browsing Tag

night curfew in karnataka timings today

କର୍ଣ୍ଣାଟକରେ ୧୦ ଦିନ ପାଇଁ ଲାଗୁ ହେଲା ନାଇଟ କର୍ଫ୍ୟୁ, ଓମିକ୍ରନ ଯୋଗୁଁ ଏଭଳି ନିଷ୍ପତ୍ତି ନେଲେ ସରକାର

କର୍ଣ୍ଣାଟକରେ ନାଇଟ କର୍ଫ୍ୟୁ । ୧୦ ଦିନ ପାଇଁ ଲାଗୁ ହେବ ରାତ୍ରକାଳୀନ କର୍ଫ୍ୟୁ । ଓମିକ୍ରନ କେସ୍‌ ବଢ଼ୁଥିବାରୁ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ନାଇଟ କର୍ଫ୍ୟୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି । ଡିସେମ୍ବର ୨୮ରୁ ଜାନୁଆରି ୭ ପର୍ଯ୍ୟନ୍ତ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ…