ରୋଗୀ ଦେଖିଲା ବେଳେ ଟଳିପଡ଼ିଲେ ଡାକ୍ତର, ହୃଦଘାତରେ ଚାଲିଗଲା ଜୀବନ
ନୀଳଗିରି: ଡିଉଟି କରିବାକୁ ଆସିଥିଲେ, ହୃଦଘାତ ରେ ଚାଲିଗଲା ଜୀବନ। ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡର ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ଓ ରକ୍ତଭଣ୍ଡାର ଅଧିକାରୀ ତ୍ରିନାଥ ପାଲ ଡିଉଟି କରିବା ସମୟରେ ହୃଦଘାତ ହେବାରୁ ଟଳିପଡିଲେ। ଆଜି ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଶ୍ରୀ ପାଲ ଆଜି…