ଗାଁରେ ଭାଲୁ ଆତଙ୍କ : ଜଣେ ଗୁରୁତର, ୫ ଆହତ

ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଳକ ବାଉଁଶବଣିଆ ପଞ୍ଚାୟତ ଟଣକା ଗାଁରେ ଭାଲୁ ଆତଙ୍କ । ଆକ୍ରମଣରେ ଜଣେ ଗୁରୁତର, ୫ ଆହତ । ଗୁରୁତର ଲକ୍ଷ୍ମୀଧର ନାୟକଙ୍କୁ ନୀଳଗିରି ହସପିଟାଲରେ ଭର୍ତ୍ତି କରାଯାଇଛି ।

ନୀଳଗିରି (କେନ୍ୟୁଜ) : ଗାଁରେ ପଶିଲା ଭାଲୁ । ଆକ୍ରମଣରେ ଜଣେ ଗୁରୁତର, ୫ ଆହତ । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଳକ ବାଉଁଶବଣିଆ ପଞ୍ଚାୟତ ଟଣକା ଗାଁରେ ଭାଲୁ ଆତଙ୍କ । ଗୁରୁତର ଲକ୍ଷ୍ମୀଧର ନାୟକଙ୍କୁ ନୀଳଗିରି ହସପିଟାଲରେ ଭର୍ତ୍ତି କରାଯାଇଛି ।

ଭାଲୁ ଭୟରେ ଲୋକେ ପୋଖରୀକୁ ଡିଆଁ ମାରି ଜୀବନ ବଞ୍ଚାଇଛନ୍ତି । ବନ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଭାଲୁକୁ ଜଙ୍ଗଲ ମଧ୍ୟକୁ ଘଉଡାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.