Browsing Tag

bear attack

ମହିଳାଙ୍କ ଆଖି ତାଡ଼ିଦେଲା ଭାଲୁ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଉଦଳା: ମହିଳାଙ୍କ ଆଖି ତାଡ଼ିଦେଲା ଭାଲୁ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ କୁଶଳଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୁରୁତର ମହିଳା ହେଲେ ଦମୟନ୍ତୀ ବାରିକ । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଦମୟନ୍ତୀ ରାସ୍ତାରେ ଠିଆ ହୋଇଥିବାବେଳେ ଅଚାନକ ଭାଲୁ…

ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର

କଣ୍ଟାବାଞ୍ଜି: ଭାଲୁ ଆକ୍ରମଣ, ଜଣେ ଗୁରୁତର । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରନି  ନୂଆପଡ଼ା ଗାଁ ରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଟିକେ କେତକୀ । ଟିକେ ସବୁ ଦିନ ଭଳି ଗାଁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇ ସେଠାରୁ ମହୁଲ ଗୋଟାଇ ଘରକୁ ଫେରିଥାନ୍ତି । ତେବେ…

ଶୌଚ ପାଇଁ ଯାଉଥିବା ବେଳେ ଆକ୍ରମଣ କଲା ଭାଲୁ, ମହିଳା ଗୁରୁତର

ଜୟପୁର: ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଶୌଚ ପାଇଁ ଯାଉଥିବା ବେଳେ ଆକ୍ରମଣ କଲା ଭାଲୁ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନାଞ୍ଚଳ ମୁଣ୍ଡାଗୁଡା ଅଞ୍ଚଳରେ ପୁଣି ଭାଲୁ ଆତଙ୍କ । ବୋରିଗୁମ୍ମା ମୁଣ୍ଡାଗୁଡା ଗାଁର ୪ ଜଣ ମହିଳା ଶୌଚ ପାଇଁ ଗାଁ ନିକଟ ପଡିଆକୁ ଯାଇଥିଲେ । ହଠାତ ୩ଟି ଭାଲୁ ଆସି…

ଭାଲୁ ମୁହଁରୁ ସ୍ବାମୀଙ୍କୁ ରକ୍ଷା କଲେ ମହିଳା, ଜଙ୍ଗଲକୁ ଦୌଡ଼ି ପଳାଇଲା ଭାଲୁ

କେନ୍ଦୁଝର: ଭାଲିଆନାଳରେ ଭାଲୁ ମୁହଁରୁ ସ୍ବାମୀଙ୍କୁ ରକ୍ଷା କଲେ ମହିଳା । ସ୍ବାମୀଙ୍କୁ ଆକ୍ରମଣ କରୁଥିବା ଭାଲୁକୁ ଠେଙ୍ଗା ପାହାର ଦେଲେ ମହିଳା । ଜଙ୍ଗଲକୁ ଦୌଡ଼ି ପଳାଇଲା ଭାଲୁ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ ଭାଲିଆନାଳ ଗାଁରେ ଘଟିଛି ଘଟଣା । ଏହି ଗାଁର ମାଲିଦେ ସୋରେନ ଓ…

ଭାଲୁ ଆକ୍ରମଣରେ ଯୁବକ ଆହତ, ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

ରାଇରଙ୍ଗପୁର: ଭାଲୁ ଆକ୍ରମଣରେ ଯୁବକ ଆହତ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଜଟାପାଣି ଗାଁରେ ଭାଲୁ ଆକ୍ରମଣ । ଶୌଚ ହେବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ପ୍ରଭାସ ବରାଳ । ପ୍ରଭାସଙ୍କୁ ଗୁରୁତର ଭାବେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ ।…

ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ , ଜଣେ ଗୁରୁତର

ଯାଜପୁର: ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଯାଜପୁର ରୋଡ ବନାଞ୍ଚଳ କୋରାବନ୍ଦୀ ଗାଁରେ ଭାଲୁ ଆତଙ୍କ । ଆଜି ଭୋର୍ ସମୟରେ କୋରାବନ୍ଦୀ ଗାଁର ଲକ୍ଷ୍ମଣ ପରିଡା ଶୌଚ ପାଇଁ ଯାଇଥିବା ବେଳେ ଭୁଲ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଲକ୍ଷ୍ମଣଙ୍କୁ ଉଦ୍ଧାର କରି ପ୍ରଥମେ ଯାଜପୁର ରୋଡ ମେଡିକାଲ ପରେ…

ଗାଈ ଗୋଠ ଉପରେ ଭାଲୁ ଆକ୍ରମଣ କରୁଥିବା ବେଳେ ଘାଇଲା ଭାଲୁ ମୁହଁରେ ପଡିଲେ ଦୁଇ ଭାଇ

କନ୍ଧମାଳ: ସକାଳୁ ସକାଳୁ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଲା ଭାଲୁ l ପ୍ରଥମେ ଗାଈ ବଳଦକୁ ଆକ୍ରମଣ କରୁଥିଲା l ଠିକ୍ ଏତିକି ସମୟରେ ରୁଣ୍ଡ ହୋଇଗଲେ ଗାଁ ଲୋକେ l ଗାଁ ଲୋକଙ୍କ ପାଟି ଶୁଣି ଗାଈ ବଳଦଙ୍କ ନିକଟରୁ ପଳାଇବାକୁ ବାଟ ଖୋଜିଥିଲା ଭାଲୁ । ଭାଲୁ ଫେରି ଯାଉଥିଲା ହେଲେ ଦୁଭାର୍ଗ୍ୟକୁ କେନାଲ…

ଭାଲୁ ଆକ୍ରମଣରେ ମହିଳା ଗୁରୁତର, ଚିକିତ୍ସାଳୟରେ ଭର୍ତ୍ତି

ଘଟଗାଁ : ଭାଲୁ ଆକ୍ରମଣରେ ମହିଳା ଗୁରୁତର ।  କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ସଡଙ୍ଗବାହାଳି ଗାଁର ଜଣେ ମହିଳା ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ।  ଆହତ ମହିଳା ଜଣକ ହେଲେ ଚାନ୍ଦମଣି ମହାନ୍ତି ।  ଶୌଚ ପାଇଁ ପୋଖରିକୁ ଯାଉଥିବା ବେଳେ ଭାଲୁ ଆକ୍ରମଣ କରିଥିଲା ।  ରକ୍ତାକ୍ତ ଅବସ୍ଥାରେ ପାଟି…

ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଡାକ୍ତରଖାନାକୁ ସ୍ଥାନାନ୍ତର

ଆନନ୍ଦପୁର: ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଆନନ୍ଦପୁର ଥାନ ଅନ୍ତର୍ଗତ ପଣସଡିହା ଗାଁର ମୂଳ ବାସିନ୍ଦା କୁମୁଦ ସେନାପତି । ସେ ପ୍ରତିଦିନ ପାଖ ଜଙ୍ଗଲକୁ ଛେଳିଚରାଇବାକୁ ଯାଆନ୍ତି । ହେଲେ ଅଚାନକ ଏକା ବେଳକେ ୨ଟି ଭାଲୁ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିବା ଜଣାପଡିଛି । ସେ ଅନେକ ସମୟ…

ଭାଲୁ ଆକ୍ରମଣରେ ଯୁବକ ମୃତ, ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ

କାମାକ୍ଷାନଗର : ଭାଲୁ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ମାଧମୁଣ୍ଡାରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ମାଧମୁଣ୍ଡା ଗାଁର ଲକ୍ଷ୍ମୀଧର ପ୍ରଧାନ। ଗତକାଲି ଲକ୍ଷ୍ମୀଧର ଜଙ୍ଗଲକୁ କାଠ ଆଣିବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ…

ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ଭାଲୁ ଆକ୍ରମଣରେ ବନପାଳ ଆହତ

ଭଂଜନଗର : ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ, ଭାଲୁ ଆକ୍ରମଣରେ ବନପାଳ ଆହତ । ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳର ବ୍ରାହ୍ମଣସାହି ନିକଟ ଜଙ୍ଗଲରେ ଘଟିଛି ଏଭଳି ଘଟଣା । ଆହତ ବନ କର୍ମଚାରୀ ହେଲେ ତାରାସିଙ୍ଗି ସେକ୍ସନର ବନପାଳ କଳାବଦନ ଦାସ ।…

ଭାଲୁ ଆକ୍ରମଣରେ ମହିଳା ଗୁରୁତର, ଛେଳି ଚରାଇବାକୁ ଯାଇଥିବା ବେଳେ ଆକ୍ରମଣ

ଆନନ୍ଦପୁର : ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଛେଳି ଚରାଇବାକୁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ । ଗୁରୁତର ଅବସ୍ଥାରେ ମହିଳା ଜଣକ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କୋଲିମାଟି ଗାଁ ଜଙ୍ଗଲରେ ଆକ୍ରମଣ କରିଛି ଭାଲୁ । ଗାଁର ଜଣେ ମହିଳା ସୁକାନ୍ତି ବେହେରା ଜଙ୍ଗଲକୁ…