Browsing Tag

NIRAV MODI ARREST

ଠକ ସମ୍ରାଟ୍‌ ନିରବ ମୋଦି, କେବେ ଆସିବ ଭାରତ ?

ଲଣ୍ଡନ: ପଞ୍ଜାବ ନେସନାଲ ବ୍ୟାଙ୍କ (ପିଏନବି) ଘୋଟାଲାରେ ୧୩୭୦ କୋଟି ଟଙ୍କା ଚୁନ ଲଗେଇ ଭାରତରୁ ଫେରାର ହୋଇଥିବା ନିରବ ମୋଦି ଏବେ ଲଣ୍ଡନ ପୋଲିସ କବଜାରେ । ବୁଧବାର ଦିନ ଏହି ପଳାତକକୁ ଲଣ୍ଡନ ହୋଲବେର୍ନ ମେଟ୍ରୋ ଷ୍ଟେସନରୁ ଗିରଫ କରି େଓ୍ଵଷ୍ଟ ମିନିଷ୍ଟର କୋର୍ଟରେ ହାଜର କାରଯାଇଥିଲା । ଯେଉଁଠି…