Browsing Tag

nirbhaya case convicts hang

ଆସିଲା ନିର୍ଭୟା ରାୟ, ଏକା ସାଥିରେ ନିର୍ଭୟା ପିଶାଚଙ୍କୁ ଦିଆଯିବ ଫାଶୀ

ନୂଆଦିଲ୍ଲୀ (କେନ୍ୟୁଜ୍) :  ଆସିଲା ନିର୍ଭୟା ରାୟ। ଏକ ସାଙ୍ଗରେ ଫାଶୀ ଦେବାକୁ କହିଲେ ଦିଲ୍ଲୀ ହାଇକୋର୍ଟ। ଅଲଗା ଅଲଗା ଫାଶୀ ହେବ ନାହିଁ। ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ ଅପିଲ କରିଥିଲେ କେନ୍ଦ୍ର ସରକାର। ରବିବାର ଶୁଣାଣି ମାମଲାର ରାୟ ସଂରକ୍ଷିତ ରଖିଥିଲେ ଦିଲ୍ଲୀ ହାଇକୋର୍ଟ।