ଅନ୍ଲାଇନ୍ରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରିକୁ ବିରୋଧ, ସିଂହଦ୍ୱାର ଥାନାରେ Amazon ନାଁରେ ମାମଲା
ଅନ୍ଲାଇନ୍ରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରିକୁ ବିରୋଧ l ହୋମ ଡେଲିଭରି ସଂସ୍ଥା ଆମାଜନରେ ଅନ୍ଲାଇନ୍ ଯୋଗେ ଶ୍ରୀମନ୍ଦିରର ନିର୍ମାଲ୍ୟ ବିକ୍ରିକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି l ନିର୍ମାଲ୍ୟକୁ ମହାପ୍ରସାଦ ରୂପରେ ଭକ୍ତମାନେ ଗ୍ରହଣ କରୁଥିବା ବେଳେ ଏହାକୁ ଶ୍ରୀମନ୍ଦିର…