ଅନ୍ୟ ମୁଖ୍ୟମନ୍ତ୍ରୀ ୨୦ ମିନିଟ କହିଲେ, ହେଲେ ମୋତେ କେବଳ ୫ ମିନିଟ ସମୟ ଦିଆଗଲା, ମୋ ମାଇକ ବନ୍ଦ କରିଦେଲେ : ମମତା…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ୯ମ ବୈଠକ ଚାଲିଛି । ବୈଠକରେ ସାମିଲ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧାରୁ ଉଠିଆସିଲେ । ତାଙ୍କୁ କହିବାକୁ ସୁଯୋଗ ମିଳିନଥିବା ଅଭିଯୋଗ କରି ସେ ବୈଠକ ଅଧାରୁ ଉଠି ଆସିଛନ୍ତି ।…