Below header
Browsing Tag

nizamuddin

କରୋନା ପଜିଟିଭ ଜଣାପଡ଼ିବା ପରେ ଆତ୍ମହତ୍ୟା କଲେ ନିଜାମୁଦ୍ଦିନ ଫେରନ୍ତା, ମେଡିକାଲ ବାଥରୁମରୁ ମିଳିଲା ତଣ୍ଟିକଟା ଶବ

କରୋନା ସଂକ୍ରମିତ ଜାଣିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆସାମର ନାଗାଁବ ଜିଲ୍ଲାରେ ଜଣେ ୩୦ ବର୍ଷୀୟ ଯୁବକ ଏଭଳି କାଣ୍ଡ କରିଛି। ହସ୍ପିଟାଲର ବାଥରୁମରୁ ଉକ୍ତ ଯୁବକଙ୍କ ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତକଙ୍କ ସମ୍ପର୍କ ତବଲିଗି ଜମାତ ସହ…

ସୁଧୁରିବାର ନାଁ ଧରୁନାହାନ୍ତି କ୍ୱାରେଣ୍ଟାଇନରେ ଥିବା ଜମାତି, ଫିଙ୍ଗୁଛନ୍ତି ପରିସ୍ରା ଭର୍ତ୍ତି ବୋତଲ

କରୋନା ସଂକ୍ରମଣର ଶିକାର ହୋଇ କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ଉତ୍ପାତ ଥମିବାର ନାଁ ଧରୁନି। ଡାକ୍ତରଙ୍କ ହେପାଜତରେ ଥିବା ଏହି ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ମାନିବା ପରିବର୍ତ୍ତେ ନିଜ ମନଇଚ୍ଛା କାମ କରୁଛନ୍ତି। ଫଳରେ ସ୍ୱାସ୍ଥ୍ୟକର୍ମୀ ନିଜ କାମ ଠିକ ଭାବେ କରିପାରୁନଥିବା ଅଭିଯୋଗ ହୋଇଛି।…