ନୋକିଆ ପାଓ୍ଵାର ଇଅରବଡସ୍ ଲଞ୍ଚ, ୧୫୦ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବ୍ୟାଟେରୀ
ବର୍ଲିନରେ ଚାଲିଥିବା ଇଣ୍ଟରନ୍ୟାସନାଲ ଫକକୋଷ୍ଟଲଂ (IFA 2019 ) ଏଚଏମ୍ଡି ଗ୍ଲୋବାଲ ପକ୍ଷରୁ ନୋକିଆର ପାଓ୍ଵାର ଇଅରବଡସ୍ ଲଞ୍ଚ କରାଯାଇଛି। ଏହା ଏକ ୱେୟାରଲେସ ଇଅରବଡସ୍, ଯାହାର ବ୍ୟାଟେରୀ କ୍ଷମତା ୧୫୦ ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି।
ଏହାକୁ ଚାର୍ଜ…