Browsing Tag

non stick cookware

ନନ୍‌ଷ୍ଟିକ ବାସନ କରିବ ଚକଚକ୍‌, ଆପଣାନ୍ତୁ ଏହି ଉପାୟ

ଭାରତରେ ଅଧିକାଂଶ ରୋଗ ତେଲିଆ ଖାଦ୍ୟ ଯୋଗୁଁ ହେଉଛି। ମୋଟାପଣ, ଉଚ୍ଚ କୋଲେଷ୍ଟ୍ରୋଲ, ଉଚ୍ଚ ରକ୍ତଚାପ, ଡାଇବେଟିଜ ଏବଂ ହାର୍ଟଆଟାକ ଭଳି ରୋଗ ସାମିଲ ରହିଛି। ଏମିତି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକେ ଆଜିକାଲି ନନ୍‌ ଷ୍ଟିକ ବାସନର ବ୍ୟବହାର କରୁଛନ୍ତି। ଏହି ବାସନରେ ଭୋଜନ ପ୍ରସ୍ତୁତ…

ନନ୍-ଷ୍ଟିକ୍ ବାସନ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ! ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ

ନନ୍-ଷ୍ଟିକ୍ ବାସନଗୁଡିକ ଆପଣଙ୍କ କାର୍ଯ୍ୟକୁ ସହଜ କରିପାରେ, କିନ୍ତୁ ନନ୍-ଷ୍ଟିକ୍ ପାତ୍ରରେ ରାନ୍ଧିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ବାସ୍ତବରେ, ନନ୍-ଷ୍ଟିକ୍ ବାସନରେ ଖାଦ୍ୟ ରାନ୍ଧିବା ଏବଂ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଇପାରେ…

ନନ୍ ଷ୍ଟିକରେ ପ୍ରସ୍ତୁତ ଖାଦ୍ୟଠୁ ଦୂରେଇ ରୁହନ୍ତୁ, ନଚେତ୍ ପିଛା ଛାଡିବନି ଏହି ୧୦ ରୋଗ

ରୋଷେଇ ଘରେ ନୂଆ ନୂଆ ବାସନ ସଜାଇ ରଖିବା ଅନେକ ମହିଳାଙ୍କୁ ଖୁସି ଲାଗେ । ସେଥିପାଇଁ ବାସନର ସପିଙ୍ଗ୍ ବି ଖୁବ୍ ଭାବି ଚିନ୍ତି କରିଥାନ୍ତି । କିନ୍ତୁ ସବୁଠାରୁ ଅଧିକ ନନଷ୍ଟିକ୍ ବାସନ୍ କିଣିଥାନ୍ତି । କାରଣ ଏସବୁ ଦେଖିବାକୁ ସୁନ୍ଦର ଲାଗିଥାଏ ଏବଂ ଖାଦ୍ୟ ବି ଚିପକି ନଥାଏ । କିନ୍ତୁ କଣ ଆପଣ…