Below header
Browsing Tag

nsd

ପୁଣି ବଡ଼ ପଦବୀରେ ଓଡ଼ିଆ ପୁଅ, ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନିର୍ଦ୍ଦେଶକ ହେଲେ ଭଦ୍ରକର ଚିତ୍ତରଞ୍ଜନ ତ୍ରିପାଠୀ

କେନ୍ୟୁଜ୍(ବ୍ୟୁରୋ): ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପାଇଛି ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନିର୍ଦ୍ଦେଶକ ହେଲେ ଚିତ୍ତରଞ୍ଜନ ତ୍ରିପାଠୀ । ଭଦ୍ରକ ଚାନ୍ଦବାଲିର ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ମିଳିଛି ଏହି ସୌଭାଗ୍ୟ । ବହୁ ଓଡ଼ିଆ ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି।…

ବଲିଉଡ ଅଭିନେତା ପରେଶ ରାୱଲ “ନ୍ୟାସନାଲ ସ୍କୁଲ ଡ୍ରାମା”ର ଅଧ୍ୟକ୍ଷ ନିଯୁକ୍ତ

ପ୍ରଖ୍ୟାତ ବଲିଉଡ ଅଭିନେତା ତଥା ଭାଜପାର ପୂର୍ବତନ ସାଂସଦ ପରେସ ରାୱଲ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଆଜି ଏବାବଦରେ ସୂଚନା ଦେଇଛନ୍ତି । ଶ୍ରୀ ପଟେଲ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତିକି, ବଲିଉଡ…