Browsing Tag

Numerology 2022

୨୦୨୨ର ତିନି ଭାଗ୍ୟଶାଳୀ ନମ୍ବର, ଏହି ତାରିଖଗୁଡ଼ିକରେ ଜନ୍ମିତ ଲୋକଙ୍କ ପାଇଁ ନୂଆବର୍ଷ ଆଣିଦେବ ସ୍ୱର୍ଗ ସୁଖ!

ଯେଉଁ ଲୋକଙ୍କର ଜନ୍ମ ତାରିଖ ୬, ୧୫ କିମ୍ବା ୨୪, ସେମାନଙ୍କ ପାଇଁ ନୂତନ ବର୍ଷ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବାକୁ ଯାଉଛି। ଏହି ଅଙ୍କର ସ୍ୱାମୀ ଗ୍ରହ ହେଉଛନ୍ତି ଶୁକ୍ର। ତେଣୁ ବର୍ଷ ୨୦୨୨ରେ ଆପଣଙ୍କୁ ଧନର କୌଣସି ଅଭାବ ରହିବ ନାହିଁ। ଆପଣ ଆକର୍ଷଣର କେନ୍ଦ୍ର ହୋଇ ରହିବେ। ଏହି ବର୍ଷ ଚାକିରି…