Browsing Tag

odia actor ajit das

ଅଫେରା ରାଇଜରେ ଓଲିଉଡର ବର୍ଷୀୟାନ ଅଭିନେତା ଅଜିତ ଦାଶ, କୋଭିଡ ନିୟମରେ ଆଜି ସତ୍ୟନଗରରେ ହେବ ଶେଷକୃତ୍ୟ

ଭୁବନେଶ୍ବର: ଅଫେରା ରାଇଜରେ ଓଲିଉଡର ବର୍ଷୀୟାନ ଅଭିନେତା ଅଜିତ ଦାଶ । ଗତକାଲି  ୭୧ବର୍ଷ ବୟସରେ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ତେବେ ଆଜି କୋଭିଡ଼ ନିୟମ ଅନୁଯାୟୀ ସତ୍ଯନଗରରେ ତାଙ୍କର ଶେଷକୃତ୍ୟ ହେବ। ଓଲିଉଡରେ ଏକ ସ୍ୱତନ୍ତ୍ର…