ଫିଲ୍ମ ‘ଦମନ’ର ଟ୍ରେଲର ରିଲିଜ୍: ଡାକ୍ତର ଭୂମିକାରେ ନଜର ଆସିବେ ବାବୁସାନ, ପରଦାରେ ଦେଖିବାକୁ ମିଳିବ…
ରିଲିଜ୍ ହେଲା ବାବୁସାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦମନ’ର ଟ୍ରେଲର । ଏହା ରିଲିଜ୍ ହେବା ପରେ ଫ୍ୟାନ୍ମାନଙ୍କ ପ୍ରସଂଶା ସାଉୁଁଟିବାରେ ଲାଗିଛି । ଫିଲ୍ମ ନିର୍ମାଣକାରି ସଂସ୍ଥା ଜେପି ମୋସନ୍ ପିକ୍ଚର ଏହାକୁ ସୋସିଆଲ ମିଡିଆ ମାଧ୍ୟମରେ ରିଲିଜ୍ କରିଛି । ସାଧାରଣତନ୍ତ୍ର ଦିବସରେ ଏହାକୁ…