Browsing Tag

odia mahotsav

ସୁରତରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପ୍ରବାସୀ ଓଡ଼ିଆ ପିଲାଙ୍କୁ ମିଳିବ ମାଗଣା ଓଡ଼ିଆ ବହି, ପ୍ରତିଷ୍ଠା ହେବ ଓଡ଼ିଆ କଲଚରାଲ…

ସୁରତ(କେନ୍ୟୁଜ୍) : ବିକାଶ ହିଁ ଓଡ଼ିଶାର ପରିଚୟ । କଳା, ସଂସ୍କୃତି ସହ ଦକ୍ଷ ମାନବ ସମ୍ବଳ ଓଡ଼ିଶାର ପରିଚୟ ହୋଇଛି । ଆତ୍ମବିଶ୍ୱାସ ସହ ଓଡ଼ିଆ ଜାତି ଆଗକୁ ବଢି ଚାଲିଛି । ଓଡ଼ିଶା ଓ ଗୁଜରାଟର ବିକାଶରେ ସୁରତର ପ୍ରବାସୀ ଓଡ଼ିଆଙ୍କ ଅବଦାନ ରହିଛି । ସୁରତରେ ଓଡ଼ିଆ ମହୋତ୍ସବକୁ ଉଦଘାଟନ କରି ଏହା…