Below header
Browsing Tag

odia migrant

ଟିକେଟ୍ କାଟି ନଥିଲେ ବୋଲି ଟ୍ରେନରୁ ଡେଇଁ ପଡିଲେ ପ୍ରବାସୀ, ଶେଷରେ ହେଲା ଏମିତି ଅବସ୍ଥା

ଟାଙ୍ଗୀ(କେନ୍ଯୁଜ୍): ଏବେ ସାରା ଦେଶରେ ଚାଲିଛି ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା। ବିଭିନ୍ନ ରାସ୍ତା ଦେଇ ନିଜ ରାଜ୍ୟକୁ ଫେରୁଛନ୍ତି ଶ୍ରମିକ । କରୋନା ଶ୍ରମିକଙ୍କ ଅର୍ଥନୀତିକୁ ଉଜାଡ଼ି ଦେଇଛି । ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକ ଭୋକ ଉପାସରେ ଫେରୁଛନ୍ତି ନିଜ ନିଜ ଅଂଚଳକୁ । ତଥାପି…

ଜାରି ରହିଛି ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା, ୧୦୯ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଫେରିଲେଣି ୧ ଲକ୍ଷ ୫୩ ହଜାର ୭୨୯…

କେନ୍ୟୁଜ : ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା ଜାରି ରହିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧୦୯ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ୧ ଲକ୍ଷ ୫୩ ହଜାର ୭୨୯ ପ୍ରବାସୀ ଫେରିଛନ୍ତି । ସର୍ବାଧିକ ୭୩ ହଜାର ଗଞ୍ଜାମ ଜିଲ୍ଲାକୁ ଆସିଛନ୍ତି ପ୍ରବାସୀ । ୧୧ ହଜାର ବଲାଙ୍ଗୀର, କେନ୍ଦ୍ରାପଡାକୁ ୭ ହଜାର ୫୭୨, କଟକକୁ…

ବସରେ ଗାଁକୁ  ଫେରିବା ବେଳେ ବାଟରେ ଓହ୍ଲେଇପାରିବେନି ପ୍ରବାସୀ ଓଡିଆ, ନଚେତ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ): ଏଣିକି ପ୍ରବାସୀ ଓଡିଆ ଓଡିଶାକୁ ବସରେ ଆସିଲେ ବାଟକୁ ଓହ୍ଲାଇପାରିବେ ନାହିଁ ।   ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ଅଧା ବାଟରେ କିମ୍ବା ଏଠି ସେଠି ଛାଡିଲେ ଏଣିକି ଫସିବେ ଡ୍ରାଇଭର, ହେଲପର। ଏ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ…

ଓଡ଼ିଶା ଫେରିବା ପାଇଁ ବେଙ୍ଗାଲୁରୁ କାମାକ୍ଷୀପାଲି ମଗାଡୀ ରୋଡ୍‌ରେ ୨୫ ଶହରୁ ଅଧିକ ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକ । ଓଡ଼ିଶା ଫେରିବା ପାଇଁ ରାଜରାସ୍ତାରେ ପ୍ରବାସୀ ଓଡ଼ିଆ । ବେଙ୍ଗାଲୁରୁ କାମାକ୍ଷୀପାଲି ମଗାଡୀ ରୋଡ୍‌ରେ ୨୫ ଶହରୁ ଅଧିକ ପ୍ରବାସୀ ଓଡ଼ିଆ ରାସ୍ତାରୋକ କରିଛନ୍ତି । ବେଙ୍ଗାଲୁରୁ ପୋଲିସ କମିଶନର ପ୍ରବାସୀଙ୍କୁ ଓଡ଼ିଶା ନଯିବା ପାଇଁ…