Below header

ଓଡ଼ିଶା ଫେରିବା ପାଇଁ ବେଙ୍ଗାଲୁରୁ କାମାକ୍ଷୀପାଲି ମଗାଡୀ ରୋଡ୍‌ରେ ୨୫ ଶହରୁ ଅଧିକ ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକ । ଓଡ଼ିଶା ଫେରିବା ପାଇଁ ରାଜରାସ୍ତାରେ ପ୍ରବାସୀ ଓଡ଼ିଆ । ବେଙ୍ଗାଲୁରୁ କାମାକ୍ଷୀପାଲି ମଗାଡୀ ରୋଡ୍‌ରେ ୨୫ ଶହରୁ ଅଧିକ ପ୍ରବାସୀ ଓଡ଼ିଆ ରାସ୍ତାରୋକ କରିଛନ୍ତି । ବେଙ୍ଗାଲୁରୁ ପୋଲିସ କମିଶନର ପ୍ରବାସୀଙ୍କୁ ଓଡ଼ିଶା ନଯିବା ପାଇଁ ସୂଚନା ଦେବା ପରେ ଏପରି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି । ଗତକାଲି ପୋଲିସ କମିଶନର ଏକ ଭିଡିଓ ଜାରି କରି ପ୍ରବାସୀ ଓଡ଼ିଆଙ୍କୁ ନଯିବା ପାଇଁ ଅନୁରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.