Browsing Tag

Odisha cm writes to pm modi

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ଫନି ପ୍ରଭାବିତ ପରିବାରକୁ ସ୍ୱତନ୍ତ୍ର ଭାବେ ଦିଆଯାଉ ଘର

ଭୁବନେଶ୍ୱର(କେନ୍ୟୁଜ) : ଫନି ପ୍ରଭାବିତ ଏକଲକ୍ଷ ୮୪ହଜାର ପରିବାରକୁ ସ୍ୱତନ୍ତ୍ର ଭାବେ PMAY ଗ୍ରାମୀଣରେ ଘର ଯୋଗାଇ ଦିଆଯାଉ। ଏହା ସହ କେବିକେ ଏବଂ ଅନ୍ୟ ଆଦିବାସୀ ପ୍ରଭାବିତ ଜିଲ୍ଲାରେ ବାସ କରୁଥିବା ୧୩ଲକ୍ଷ ଗରିବ ଲୋକଙ୍କୁ ମଧ୍ୟ ଘର ଯୋଗାଇ ଦିଆଯାଉ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ…