Below header
Browsing Tag

odisha electrincs hub

ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦିତ ହେଲା ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି-୨୦୨୧

ଭୁବନେଶ୍ୱର(କେ ନ୍ୟୁଜ):  ୨୦୨୬ ସୁଦ୍ଧା ଓଡ଼ିଶାକୁ ଇଲେକ୍ଟ୍ରୋନିସ୍‌ ଶିଳ୍ପରେ ଅଗ୍ରଣୀ ରାଜ୍ୟରେ ପରିଣତ କରାଯିବ । ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧କୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍‌ । ପ୍ରଥମ ୧୦ଟି ନୂଆ ନିବେଶ ଓ ସମ୍ପ୍ରସାରଣକୁ ଉତ୍ପାଦନ ଭିତ୍ତିକ ସହାୟତା ମିଳିବ । ସହାୟତା…